fbpx

ନିୟୁର୍କ ସହରର ସମୁଦ୍ର ତଟରେ ମିଳିଲା ଏକ ଅଜିବ ପ୍ରକାରର ପ୍ରାଣୀ, ଜାହାର ଲାଞ୍ଜରେ ଥିଲା ଦାନ୍ତ

ନିୟୁୟୋର୍କର ବ୍ରାଇଟନ୍ ବିଚ୍ ରେ ସବୁଦିନ ଲୋକମାନେ ବୁଲିବା ପାଇଁ ଯାଇଥାନ୍ତି । କିଛିଦିନ ହେଲା ସେଠାରେ ଗୋଟିଏ ଅଜିବ ପ୍ରକାରର ପ୍ରାଣୀ ଦେଖିବାକୁ ମିଳିଛି  । ସମୁଦ୍ରରେ ରହୁଥିବା ଏହିପ୍ରାଣୀ ମରିଯାଇଥିଲା କିନ୍ତୁ ଏହିପ୍ରକାରର ପ୍ରାଣୀ ଆଗରୁ ଦେଖିବାକୁ ମିଳିନଥିଲା ଯାହାର ଲାଞ୍ଜରେ ଦାନ୍ତ ଅଛି । ଏହି ପ୍ରାଣୀ ପାଣିରେ ଭାସି ଆସି ସମୁଦ୍ର କୂଳରେ ଲାଗିଯାଇଥିଲା ତାପରେ ଏହିପ୍ରାଣୀକୁ ଦେଖିବା ପାଇଁ ଲୋକମାନେ ଏକଜୁଟ ହୋଇଗଲେ । ଏହିପ୍ରାଣୀର ଶରୀରକୁ ଏବେ ବୈଜ୍ଞାନିକମାନଙ୍କ ପାଖକୁ ପଠାଇ ଦିଆଯାଇଛି ଏବଂ ଏହା କୋଉ ପ୍ରକାରର ପ୍ରାଣୀ ଏବେ ଯାଏଁ ଜଣାପଡ଼ିନାହିଁ ।

Get real time updates directly on you device, subscribe now.