ଓଡିଶାର ଏହି ଜିଲ୍ଲା ରେ କାଲିଠୁ ନାଇଟ କର୍ଫ୍ୟୁ

News across the Earth, news close to your heart, Read Odisha Bhaskar English

ମାର୍ଚ୍ଚ ୨୩ରୁ ୩୧ ଯାଏଁ ମାଲକାନଗିରିରେ ନାଇଟ କର୍ଫ୍ୟୁ ଲାଗୁ ପାଇଁ ଘୋଷଣା କରାଯାଇଛି । ରାତି ୯ରୁ ସକାଳ ୬ ଯାଏଁ ନାଇଟ କର୍ଫ୍ୟୁ ଲାଗୁ ରହିବ । ବଡ ଯାତ୍ରା , ହୋଲି କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଅ ଯାଇଛି । ମାଲକାନଗିରି ଜିଲ୍ଲାପାଳ ଏନେଇ ସୂଚନା ଦେଇଛନ୍ତି ।ଦୋଳ ଯାତ୍ରାରେ ମାସ୍କ ଓ ସାମାଜିକ ଦୂରତା ମାଧ୍ୟତାମୂଳକ ।

Get real time updates directly on you device, subscribe now.