fbpx

ନିର୍ଭୟା ମାମଲା, ସୁପ୍ରିମକୋର୍ଟରେ ପୱନର ରିଭ୍ୟୁ ପିଟିସନ

ନୂଆଦିଲ୍ଲୀ, ୩୧ା୧: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟ ଯାଇଛି ଦୋଷୀ ପୱନ ଗୁପ୍ତା । ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଛି ଦୋଷୀ ପୱନ । ସୁପ୍ରିମକୋର୍ଟଙ୍କ ପୂର୍ବ ରାୟ ବିରୋଧରେ ରିଭ୍ୟୁ ପିଟିସନ ଦାଖଲ କରିଛି ପୱନ । ପୂର୍ବରୁ ନିଜକୁ ନାବାଳକ ଥିବା ଦର୍ଶାଇ ସୁପ୍ରିମକୋର୍ଟରେ ଅପିଲ କରିଥିଲା । ସେତେବେଳେ ପୱନର ଆବେଦନକୁ ଖାରଜ କରିଥିଲେ ସୁପ୍ରିମକୋର୍ଟ ।

Get real time updates directly on you device, subscribe now.