fbpx

୫-ଟିକୁ ନୀତି ଆୟୋଗର ପ୍ରଂଶସା

ନୂଆଦିଲ୍ଲୀ,୨୩ ।୧୧: ଓଡିଶା ସରକାର ଦ୍ୱାରା ପରିଚାଳିତ ହେଉଥିବା ୫-ଟି ବ୍ୟବସ୍ଥାକୁ ପ୍ରଂଶସା କରିଛି ନୀତି ଆୟୋଗ । ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାରେ ଲାଗୁ ହୋଇଛି ୫-ଟି । ଅନୁକୂଳ ସ୍କୁଲ ବାତାବରଣରେ ଉଚ୍ଚମାନର ଶିକ୍ଷା ଦେବା ଏହି ବିଭାଗର ଲକ୍ଷ୍ୟ ରହିଛି ।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନ ବ୍ୟବସ୍ଥାକୁ ସରଳକରିବା ପାଇଁ ୫-‘T’ ସୂତ୍ର ବାହାର କରିଥିଲେ, ତାହା ହେଉଛି Teamwork , Transparency , Technology , Transformation ଓ Time ।

Get real time updates directly on you device, subscribe now.