fbpx

୨୯ଟି ମନ୍ଦିରରେ ହେବନି ରଥଯାତ୍ରା

ଭୁବନେଶ୍ୱର, ୧୭/୫(ଓଡିଶା ଭାସ୍କର): କରୋନା ସତର୍କତାକୁ ଦୃଷ୍ଟିରେ ରଖି ଚଳିତବର୍ଷ ରାଜ୍ୟର ୨୯ଟି ମନ୍ଦିରରେ ହେବନି ରଥଯାତ୍ରା। ମନ୍ଦିର ପରିସର ବାହାରେ ରଥଯାତ୍ରା ନ କରିବାକୁ କଡା ନିର୍ଦ୍ଦେଶ ହୋଇଛି । ବାଲେଶ୍ବରରେ ସର୍ବାଧିକ ୧୨ଟି ମନ୍ଦିରରେ ରଥଯାତ୍ରା ହେବନି। କନ୍ଧମାଳ, ଗଜପତି ଓ ବଲାଙ୍ଗିରରେ ୨ଟି ଲେଖାଏଁ ସ୍ଥାନରେ ହେବନି ରଥଯାତ୍ରା । ସେହିପରି ସମ୍ବଲପୁରର ୫ଟି ଓ ମୟୂରଭଞ୍ଜର ୬ଟି ସ୍ଥାନରେ ରଥଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ମନ୍ଦିର ପରିସର  ଭିତରେ ସମସ୍ତ ନୀତି ସମ୍ପନ୍ନ କରାଯିବା ନେଇ ସୂଚନା ରହିଛି।

Get real time updates directly on you device, subscribe now.