fbpx

କୋଭିଡ ରୋଗୀଙ୍କ ଦୁଆରେ ଆଉ ଲାଗିବନି ପୋଷ୍ଟର

ଭୁବନେଶ୍ୱର,୨ ।୧୨(ଓଡିଶା ଭାସ୍କର): କରୋନା ଆକ୍ରାନ୍ତଙ୍କ ଘର ଆଗରେ ଆଉ ଲଗାଯିବନାହିଁ ପୋଷ୍ଟର । ଘରୋଇ ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କ ଘରେ ପୋଷ୍ଟର ଲାଗିବନି । ଏନେଇ ଜିଲ୍ଲାପାଳ ଓ ପୌର କମିଶନରଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ସଚିବ । ରାଜ୍ୟରେ ଦ୍ରୁତଗତିରେ କୋଭିଡ ଆକ୍ରାନ୍ତ ହ୍ରାସ ପାଉଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ଆଜିଠାରୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ପ୍ରଦୀପ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.