fbpx

ବହୁଶୀଘ୍ର ବନ୍ଦ ହୋଇଯିବ ଆପଣଙ୍କ ମୋବାଇଲ ନମ୍ବର! ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ..

ଟେଲିକମ୍ ରେଗୁଲେଟରୀ ଅଥରିଟୀ ଅଫ୍ ଇଣ୍ଡିଆ ବା TRAI ଦେଶରେ ମୋବାଇଲ ଫୋନ୍ ନମ୍ବରିଙ୍ଗ ସ୍କିମକୁ ବଦଳାଇବାକୁ ଯୋଜାନା କରୁଛି । ରିପୋର୍ଟ ମୁତାବକ, ଶୁକ୍ରବାର ଦିନ ଦେଶରେ ୧୧ ଅଙ୍କ ବିଶିଷ୍ଟ ମୋବାଇଲ ନମ୍ବର ବ୍ୟବହାର କରିବାକୁ ଏକ ପ୍ରସ୍ତାବ ଜାରି ହୋଇଥିଲା । TRAI ମତରେ, ୧୦ ଅଙ୍କ ବିଶିଷ୍ଟ ମୋବାଇଲ ନମ୍ବରକୁ ୧୧ ଡିଜିଟାଲ ନମ୍ବରରେ ପରିବର୍ତ୍ତନ କଲେ ଦେଶରେ ଅଧିକ ସଂଖ୍ୟାର ଉପଲବ୍ଧ ହେବ ।

ଏହା ବ୍ୟତିତ TRAI ଫିକ୍ସଡ ଲାଇନରୁ କଲ କରୁଥିବା ମୋବାଇଲ ନମ୍ବର ଆଗରେ ‘୦’ ରଖିବାକୁ କହିଛି । ସମ୍ପ୍ରତି ଫିକ୍ସଡ ଲାଇନ କନେକ୍ସନରୁ ଇଣ୍ଟର ସର୍ଭିସ ସେବା କ୍ଷେତ୍ର ମୋବାଇଲ କଲ କରିବାକୁ ପ୍ରଥମେ ‘୦’ ଲଗାଇବା ପଡୁଛି । ଲ୍ୟାଣ୍ଡଲାଇନକୁ ‘୦’ ବିନା ମୋବାଇଲରୁ କଲିଂ ମଧ୍ୟ କରାଯାଇପାରିବ ନାହିଁ ।

Get real time updates directly on you device, subscribe now.