fbpx

ଆଇସିୟୁରୁ ବାହାରକୁ ଆସିଲେ ରାହୁଲ ରୟ: ସ୍ୱାସ୍ଥ୍ୟାବସ୍ଥାରେ ସୁଧାର

ନୂଆଦିଲ୍ଲୀ, ୨ା୧୨: ନବେ ଦଶକର ଆସିକି ମୁଭି ଫେମ୍ ରାହୁଲ ରୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିଛି ଓ ସେ ଏବେ ଆଇସିୟୁରୁ ବାହାରି ହସ୍ପିଟାଲର ଅନ୍ୟ ସାଧାରଣ ୱାର୍ଡରେ ଅଛନ୍ତି । ଡାକ୍ତରମାନେ ବର୍ତ୍ତମାନ ରାହୁଲଙ୍କର ବକ୍ତବ୍ୟ ଓ ଶାରୀରିକ ଥେରାପି ଉପରେ ଧ୍ୟାନ ଦେଉଛନ୍ତି । ସୂଚନାଯୋଗ୍ୟ ଯେ ଫିଲ୍ମ ‘ଏଲଏସି: ଲାଇଭ ଦି ବ୍ୟାଟେଲ’ର ସୁଟିଂ ସମୟରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ମୁମ୍ବାଇର ନାନାବତି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Get real time updates directly on you device, subscribe now.