fbpx

ଏଣିକି ଲୋଡା ନାହିଁ ପ୍ରମାଣପତ୍ର

ଭୁବନେଶ୍ୱର,୨୮ ।୧୨(ଓଡିଶା ଭାସ୍କର): ସରକାରୀ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି । ଏଣିକି ମୃତ୍ୟୁ କ୍ଷେତ୍ରରେ ଉତ୍ତରାଧିକାରୀଙ୍କୁ ଆଉ ଦେବାକୁ ପଡିବ ନାହିଁ ପ୍ରମାଣପତ୍ର । ସର୍ଭିସ ବୁକରେ ଥିବା ପରିଜନଙ୍କ ନାଁକୁ ଉତ୍ତରାଧିକାରୀ ଭାବେ ଗ୍ରହଣ କରାଯିବ । ବିନା ପ୍ରମାଣପତ୍ରରେ ସର୍ଭିସ ବୁକରେ ଥିବା ବ୍ୟକ୍ତିଙ୍କୁ ପେନସନର ସୁବିଧା ମିଳି ପାରିବ ।

Get real time updates directly on you device, subscribe now.