fbpx

ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର, ଜାଣନ୍ତୁ କାହାକୁ ମିଳିବ?

ନୂଆଦିଲ୍ଲୀ: ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି । ୩ ପଦାର୍ଥ ବିଜ୍ଞାନୀଙ୍କୁ ମିଳିତ ଭାବେ ନୋବେଲ ପୁରସ୍କାର ମିଳିବ । ବେଜ୍ଞାନିକ ସୁକୁରୋ ମାନାବେ, କ୍ଲାଉସ ହାସଲମାନଙ୍କ ସମେତ ବୈଜ୍ଞାନିକ ଜର୍ଜିଓ ପାରିସିଙ୍କୁ ମିଳିତ ଭାବେ ଦିଆଯିବ ନୋବେଲ ପୁରସ୍କାର ।

Get real time updates directly on you device, subscribe now.