fbpx
BJD SKY
BJD SKY

ଭୁବନେଶ୍ୱରରେ ୭୫ଟି ବିପଦସଙ୍କୁଳ ସ୍ଥାନ ଚିହ୍ନଟ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ୭୫ଟି ବିପଦସଙ୍କୁଳ ସ୍ଥାନ ଚିହ୍ନଟ ହୋଇଛି । ଏହି ବିପଦସଙ୍କୁଳ ସ୍ଥାନର ବ୍ୟାରିଗେଟିଙ୍ଗ କରାଯାଇ ସ୍ଥାୟୀ ସମାଧାନ ହେବ । ଏନେଇ ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତନାରାୟଣ ଜେନା ସୂଚନା ଦେଇଛନ୍ତି । ସେ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ବିପଦସଙ୍କୁଳ ସ୍ଥାନର ସ୍ଥାୟୀ ସମାଧାନ ପାଇଁ ଫେବ୍ରୁଆରୀ ସୁଦ୍ଧା ଟେଣ୍ଡର ପ୍ରକ୍ରିୟା ସରିବ । ଭୁବନେଶ୍ୱରର ୧୩ଟି ପ୍ରମୁଖ ଡ୍ରେନର ପ୍ରଶସ୍ତିକରଣ କରାଯିବ ।’

Get real time updates directly on you device, subscribe now.