fbpx

ସଂଜୀବ ଚୋପ୍ରାଙ୍କୁ ମିଳିଲା ନୋଡ଼ାଲ ଅଫିସରର ଦାୟିତ୍ୱ

ଭୁବନେଶ୍ୱର, ୨ା୫(ଓଡ଼ିଶା ଭାସ୍କର): ରାଜ୍ୟ ଗୃହ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରାଙ୍କୁ ନୋଡ଼ାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି । ରାଜ୍ୟ ନୋଡ଼ାଲ ଅଫିସର ଭାବେ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ରାଜ୍ୟରୁ ଆସୁଥିବା ଟ୍ରେନ୍ କଥା ବୁଝିବେ ଆଇଏଏସ ସଞ୍ଜୀବ ଚୋପ୍ରା । ଏହାସହ ଟ୍ରେନ ଚାଲିବା ନେଇ ବିଭିନ୍ନ ରାଜ୍ୟ ସହ ସମନ୍ୱୟ ରଖିବେ ସଞ୍ଜୀବ ।

Get real time updates directly on you device, subscribe now.