fbpx

ଜମ୍ମୁ-କାଶ୍ମୀରରେ ଜମି କିଣିବେ ବାହାର ରାଜ୍ୟର ଲୋକ, କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ,୨୭ ।୧୦: ଜାମ୍ମୁ-କାଶ୍ମୀର ପାଇଁ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏଣିକି ଦେଶର ଯେକୌଣସି ବ୍ୟକ୍ତି ଜମ୍ମୁ-କାଶ୍ମୀରର ମୁନିସିପାଲଟି ଓ ସହରାଞ୍ଚଳରେ ଜମି କିଣିପାରିବେ । ଜମି କିଣିବା ପାଇଁ କୌଣସି ରାଜ୍ୟ ବାସିନ୍ଦା ପତ୍ର ଦରକାର ନାହିଁ । ଜାମ୍ମୁ-କାଶ୍ମୀରରେ ଯେକୌଣସି ରାଜ୍ୟର ଲୋକେ ଜମି କିଣିପାରିବେ । ଜାମ୍ମୁ-କାଶ୍ମୀରରେ ଶିଳ୍ପକୁ ପ୍ରୋତ୍ସାହନ ପାଇଁ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.