fbpx

ସୋସିଆଲ ମିଡିଆରେ ନିଆଁ ଲଗାଇ ଦେଲା ନ୍ୟୁଡ୍ ଫଟୋଶୁଟ୍, ଜାଣନ୍ତୁ ସେ କିଏ…

ମୁମ୍ବାଇ: ଫଟୋଶୁଟ୍ ନେଇ ଅନେକ ଅଭିନେତ୍ରୀ ଚର୍ଚ୍ଚାରେ ରହିଆସିଛନ୍ତି । ନିଜ ଫ୍ୟାନ୍ସଙ୍କୁ ଆକର୍ଷିତ କରିବାକୁ ଅନେକ ଏଭଳି କରିଥାନ୍ତି ବୋଲି ମଧ୍ୟ କୁହାଯାଏ । ପ୍ରାୟତଃ ସମସ୍ତ ନିଜର ବୋଲ୍ଡନେସ୍ ଫଟୋକୁ ନେଇ ଲୋକଙ୍କୁ ଆକୃଷ୍ଟ କରିଥାନ୍ତି । ସେମାନଙ୍କ ମଧ୍ୟରୁ ଏକ୍ସ ପର୍ଣ୍ଣ ଷ୍ଟାର ମିୟା ଖଲିଫା ତାଙ୍କର ବୋଲ୍ଡନେସ୍ କୁ ନେଇ ଖୁବ୍ ଚର୍ଚ୍ଚାରେ ରୁହନ୍ତି। ସେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ରହୁଥିବାବେଳେ ନିକଟରେ ନ୍ୟୁଡ୍ ଫଟୋଶୁଟ୍ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଏହି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ନିଆଁ ଲଗାଇ ଦେଉଛି।

ମିୟା ତାଙ୍କ ଶରୀରକୁ ଅଳଙ୍କାରରେ ଘୋଡ଼ାଇ ରଖିଛନ୍ତି । ମିୟାଙ୍କ ମିନିମଲ୍ ମେକ୍ଅପ୍ ସହ ଖୋଲା କେଶ ତାଙ୍କ ଲୁକ୍ କୁ ଆକୃଷ୍ଟ କରୁଛି। ଏହି ଫଟୋ ଓ ଭିଡିଓକୁ ତାଙ୍କ ପ୍ରଶଂସକ ଖୁବ୍ ପସନ୍ଦ କରୁଛନ୍ତି। ମିଆ ପୂର୍ବରୁ ଜଣେ ପର୍ଣ୍ଣ ଷ୍ଟାର୍ ଭାବେ ନାଁ କରିଥିଲେ। ଆଇଏସଆଇଏସ ଠାରୁ ଧମକ ପାଇବା ପରେ ସେ ତାଙ୍କର ଏହି ବୃତ୍ତିକୁ ଛାଡ଼ିଥିବା ସୂଚନା ମିଳିଛି ।

 

View this post on Instagram

 

A post shared by Mia K. (@miakhalifa)

 

Get real time updates directly on you device, subscribe now.