fbpx

ଓଏଏସ୍ ପରୀକ୍ଷା ଫଳାଫଳ ପ୍ରକାଶିତ

ଭୁବନେଶ୍ୱର, ୬ା୧(ଓଡ଼ିଶା ଭାସ୍କର): ୨୦୧୮ ଓଏଏସ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ପ୍ରଥମ ସ୍ଥାନରେ ଦେବାଶିଷ ପଣ୍ଡା ଅଛନ୍ତି । ଦ୍ୱିତୀୟ ସ୍ଥାନରେ ଋତୁପର୍ଣ୍ଣା ମହାପାତ୍ର, ସେହିପରି ତୃତୀୟ ସ୍ଥାନରେ ଆକାଶ କୁମାର ଅଛନ୍ତି । ଚତୁର୍ଥରେ ସନ୍ତୋଷିନୀ ଦାଶ, ପଞ୍ଚମରେ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା, ଷଷ୍ଠ ସ୍ଥାନରେ ଶକ୍ତିଶ୍ରୀ ଅନିଲ ରଞ୍ଜନ ସାହୁ, ସପ୍ତମ ସ୍ଥାନରେ ଶତାଦ୍ଦୀ ରାୟ, ଅଷ୍ଟମରେ ଦମୟନ୍ତୀ ସାହୁ, ନବମ ସ୍ଥାନରେ ଶକ୍ତି ମହାପାତ୍ର ଓ ଦଶମ ସ୍ଥାନରେ ସ୍ମରଣିକା ତୁଳ । ମୋଟ ୨୧୮ଜଣ ଓଏଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ତନ୍ମଧ୍ୟରୁ ମୋଟ୍ ୭୨ଜଣ ମହିଳା ଓଏଏସ୍ ପରୀକ୍ଷାରେ ସଫଳ ହୋଇଛନ୍ତି ।

Get real time updates directly on you device, subscribe now.