fbpx

ପୁରୀ ଶ୍ରୀମନ୍ଦିର ନୀତି ବିଶୃଙ୍ଖଳା ପ୍ରସଙ୍ଗ, କ୍ଷମା ମାଗିଲେ ୫ସେବାୟତ

ପୁରୀ, ୬ା୧(ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିରରେ ନୀତି ବିଶୃଙ୍ଖଳା ଘଟଣା ଘଟିଥିଲା । ନୋଟିସ ହୋଇଥିବା ୫ସେବାୟତ ଆଜି ଉତ୍ତର ଦାଖଲ କରିଛନ୍ତି । ମୁଖ୍ୟ ପ୍ରଶାସକଙ୍କ ନିକଟରେ ହାଜର ହୋଇ ଘଟଣାର ପୁନରାବୃତ୍ତି ନହେବାକୁ ଲିଖିତ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି । ୨୦୧୮ ଡିସେମ୍ବର ୧୭ରେ ୧୪ଘଣ୍ଟା ଉପାସରେ ରହିଥିଳେ ମହାପ୍ରଭୁ ।

Get real time updates directly on you device, subscribe now.