fbpx

ବିଧାନସଭାରେ OBC କମିସନ ବିଲ୍ ଆଗତ

ଭୁବନେଶ୍ୱର,୧୭ ।୨(ଓଡିଶା ଭାସ୍କର): ବିଧାନସଭାରେ ଓବିସି କମିସନ ସଂଶୋଧନ ବିଲ୍ ଉପସ୍ଥାପିତ ହୋଇଛି । ବିଲ୍ ଆଗତ କରିଛନ୍ତି ଓବିସି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା । ଏଣିକି କମିସନ ଓବିସିଙ୍କ ସାମାଜିକ ଓ ଶିକ୍ଷାଗତ ସର୍ବେକ୍ଷଣ କରିବେ ।

Get real time updates directly on you device, subscribe now.