fbpx

ଖେଳାଳିଙ୍କ ପାଇଁ OCAର ପୁରସ୍କାର ଘୋଷଣା

ଭୁବନେଶ୍ୱର,୧୬ ।୨(ଓଡିଶା ଭାସ୍କର): ଓଡିଶା ରଣଜୀ ଟିମର ଖେଳାଳିଙ୍କ ପାଇଁ ପୁରସ୍କାର ଘୋଷଣା କରିଛି ଓସିଏ । ସେମିଫାଇନାଲକୁ ଗଲେ ପ୍ରତି ଖେଳାଳିଙ୍କୁ ୭୫ ହଜାର ଟଙ୍କା ମିଳିବ । ସେହିପରି ଟିମ୍ ଫାଇନାଲକୁ ଗଲେ ପ୍ରତି ଖେଳାଳିଙ୍କୁ ଲକ୍ଷେ ଟଙ୍କାର ପୁରସ୍କାର ଦିଆଯିବ । ଏନେଇ ଆଜି ଓସିଏ ସମ୍ପାଦକ ସଞ୍ଜୟ ବେହେରା ଘୋଷଣା କରିଛନ୍ତି ।

Get real time updates directly on you device, subscribe now.