fbpx
BJD SKY
BJD SKY

ପ୍ରକାଶ ପାଇଲା OCS-2020 Mains ପରୀକ୍ଷା ଫଳ: ପାସ୍ କରିଛନ୍ତି ୭୮୫ ପ୍ରାର୍ଥୀ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା (ଓସିଏସ୍-୨୦୨୨) ମେନ୍ସର ରେଜଲ୍ଟ । ମେନ୍ସ ପରୀକ୍ଷାରେ ୭୮୫ ଜଣ ପରୀକ୍ଷାର୍ଥୀ ପାସ୍ କରିଥିବାବେଳେ ସେମାନଙ୍କ ମଧ୍ୟରେ ୨୮୭ ମହିଳା ପ୍ରାର୍ଥୀ ରହିଛନ୍ତି ।

ଆସନ୍ତା ୧୯ ତାରିଖରେ ଏହି ପରୀକ୍ଷାର୍ଥୀମାନେ ଡକ୍ୟୁମେଣ୍ଟ ଭେରିଫିକେସନ ଏବଂ Viva-voce ପାଇଁ ଉତ୍ତୀର୍ଣ୍ଣ ହୋଇଛନ୍ତି । ଆଶାୟୀମାନେ ଅଧିକ ସୂଚନା ପାଇଁ ୱେବସାଇଟ ଦେଖିବାକୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.