fbpx

ଓଡ଼ିଆ ଯବାନ ସଂଗ୍ରାମ ଜେନାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩ା୧୨(ଓଡ଼ିଶା ଭାସ୍କର): ଓଡ଼ିଆ ଯବାନ ସଂଗ୍ରାମ ଜେନାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାଇକରେ ଲାଗିଥିବା ଶିଡ଼ିରେ ଝୁଲି ୧୨୮କିମି ଅତିକ୍ରମ କରିଥିଲେ ସଂଗ୍ରାମ । ଯାଜପୁରରେ ସଂଗ୍ରାମ ଦୁଃସାହସିକ ଯାତ୍ରା କରି ବିଶ୍ୱ ରେକର୍ଡ଼ ସୃଷ୍ଟି କରିିଥିଲେ ।

Get real time updates directly on you device, subscribe now.