fbpx

ତାମିଲନାଡ଼ୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

ତାମିଲନାଡ଼ୁ, ୧୩ା୧: ତାମିଲନାଡ଼ୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ୨ଜଣ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକ ଜଣକ ବରଗଡ଼ ଗାଇସିଲଟ ଡ଼ୁଙ୍ଗୁରିପାଲି ଗାଁର ଗୋକୁଲ ବରିହା । ଉଲ୍ଲେଖଯୋଗ୍ୟ ଯେ ଇଟାଭାଟିରେ କାମ କରିବାକୁ ଯାଇ ବନ୍ଧା ପଡ଼ିଛନ୍ତି ୨୯ଜଣ ଦାଦନ । ୨୯ଜଣଙ୍କ ମଧ୍ୟରେ ୮ଜଣ ପୁରୁଷ ଥିବା ବେଳେ ୧୪ଜଣ ମହିଳା ଅଛନ୍ତି । ଏହାସହ ୭ଜଣ ଶିଶୁ ଥିବା ଜଣାପଡ଼ିଛି ।

Get real time updates directly on you device, subscribe now.