fbpx

ମୁଣ୍ଡପିଛା ଋଣଭାର ୧୮ହଜାର: ଅର୍ଥମନ୍ତ୍ରୀ

ଭୁବନେଶ୍ୱର, ୧୭ା୨(ଓଡ଼ିଶା ଭାସ୍କର): ରାଜ୍ୟରେ ମୁଣ୍ଡପିଛା ଋଣ ଭାର ୧୮ ହଜାର ୪୯୭ ଟଙ୍କା ୫୮ ପଇସା ରହିଥିବା ସୂଚନା ରହିଛି । ୨୦୧୯ ଡିସେମ୍ବର ସୁଦ୍ଧା ରାଜ୍ୟର ଋଣ ଭାର ୮୪.୬୭୬.୩୫ କୋଟି ଟଙ୍କା ରହିଛି । ମାର୍ଚ୍ଚ ସୁଦ୍ଧା ଋଣ ଭାର ୧.୦୬.୫୨୬.୮୬ କୋଟି ହେବା ଆକଳନ ହୋଇଛି । ବିଧାନସଭାରେ ଏନେଇ ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏହାସହ ଗୃହରେ ପଞ୍ଚମ ଅର୍ଥ କମିଶନଙ୍କ ରିପୋର୍ଟ ଉପସ୍ଥାପିତ କରିଛନ୍ତି ଅର୍ଥମନ୍ତ୍ରୀ ।

Get real time updates directly on you device, subscribe now.