fbpx

ଓଡ଼ିଶାକୁ ବିଶ୍ୱ ବାସସ୍ଥାନ ତୃତୀୟ ପୁରସ୍କାର

ଭୁବନେଶ୍ୱର, ୯ା୧୨(ଓଡ଼ିଶା ଭାସ୍କର): ଓଡ଼ିଶାକୁ ବିଶ୍ୱ ବାସସ୍ଥାନ ତୃତୀୟ ପୁରସ୍କାର ମିଳିଛି । ଜାଗା ମିସନର ସଫଳତା ପାଇଁ ଓଡ଼ିଶାକୁ ବ୍ରିଟିଶ ସଂସ୍ଥା ପକ୍ଷରୁ ଏହି ପୁରସ୍କାର ମିଳିିଥିବା ସୂଚନା ମିଳିଛି । ଏହି ସଫଳତା ପାଇଁ ନଗର ଉନ୍ନୟନ ବିଭାଗକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଜାଗା ମିସନରେ ଉପକୃତ ହୋଇଛନ୍ତି ୫୨ହଜାର ୬୮୨ ବସ୍ତି ବାସିନ୍ଦା ପରିବାର । ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପ୍ରମାଣପତ୍ର ମଧ୍ୟ ଦେଇଛନ୍ତି ସରକାର ।

Get real time updates directly on you device, subscribe now.