fbpx

ବଢ଼ିଲା ବିଧାୟକଙ୍କ ହାତପାଣ୍ଠି

ଭୁବନେଶ୍ୱର,୧୮ ।୨(ଓଡିଶା ଭାସ୍କର): ବିଧାନସଭାରେ ୨୦୨୦-୨୧ ବର୍ଷର ବଜେଟ୍ ଉପସ୍ଥାପିତ ହୋଇଛି । ରାଜ୍ୟ ବଜେଟକୁ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆଇପ୍ୟାଡରୁ ପଢି ବଜେଟ୍ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ।

ଏଥିରେ ବିଧାୟକଙ୍କ ହାତପାଣ୍ଠି ବଢିଛି । ହାତପାଣ୍ଠିକୁ ୧ କୋଟିରୁ ୩କୋଟିକୁ ବଢ଼ାଇଛନ୍ତି ରାଜ୍ୟ ସରକାର । ଏଥିରୁ ୨ କୋଟି ସାଧାରଣ ଉନ୍ନୟନ ବାବଦରେ ଖର୍ଚ୍ଚ ହେବ । ସେହିପରି ରାସ୍ତା କାମ ପାଇଁ ୫୦ ଲକ୍ଷ ଓ ଶିକ୍ଷା ସମ୍ବନ୍ଧୀୟ ଉନ୍ନତିକରଣ ବାବଦରେ ୫୦ ଲକ୍ଷ ଖର୍ଚ୍ଚ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.