fbpx

ରାଜ୍ୟ ବଜେଟ୍ : କେଉଁଥି ପାଇଁ କେତେ ?

ଭୁବନେଶ୍ୱର,୧୮ ।୨(ଓଡିଶା ଭାସ୍କର): ବିଧାନସଭାରେ ୨୦୨୦-୨୧ ବର୍ଷର ରାଜ୍ୟ ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆଇପ୍ୟାଡରୁ ପଢି ବଜେଟ୍ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ । ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ବଜେଟ ପରିମାଣ ୧ ଲକ୍ଷ ୫୦ ହଜାର କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି । ତେବେ ଆସନ୍ତୁ ଜାଣିବା ବଜେଟରେ କେଉଁଥି ପାଇଁ କେତେବ୍ୟୟ ବରାଦ ହୋଇଛି ..
– ସ୍ବାସ୍ଥ୍ୟ ବିଭାଗ ପାଇଁ ୭ ହଜାର ୭୦୦ କୋଟି

– କୃଷି କ୍ଷେତ୍ର ପାଇଁ ୧୯ ହଜାର ୪୦୮ କୋଟି ଟଙ୍କା

– ବିପର୍ଯ୍ୟୟ ପ୍ରଶମନ ବ୍ୟୟ ୩ ହଜାର ୨୦୦ କୋଟି

– ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗକୁ ୧୦୦ କୋଟି

– ମହିଳା ଓ ଶିଶୁ ବିକାଶ ବିଭାଗ ପାଇଁ ୪୦୭୫ କୋଟି

– ଏମଜିଏନଆରଇଜିଏ ପାଇଁ ୧୫୦୧ କୋଟି

– ଜାତୀୟ ଜୀବିକା ମିଶନ ପାଇଁ ୮୫୨ କୋଟି

– ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିକାଶ ପାଇଁ ୨୩ ହଜାର ୮୦୮ କୋଟି

– ମଧୁବାବୁ ପେନସନ ଯୋଜନା ପାଇଁ ୧୮୧୮ କୋଟି

– ଖାଦ୍ୟ ନିରାପତ୍ତା ସୁନିଶ୍ଚିତ ପାଇଁ ୧୦୩୮ କୋଟି

– ସ୍ମାର୍ଟ ସିଟି ବିକାଶ ପାଇଁ ୨୦୦ କୋଟି

– ନୂତନ ସହରର ବିକାଶ ପାଇଁ ୫୦ କୋଟି

– ଗୃହ ନିର୍ମାଣ ଓ ନଗର ଉନ୍ନୟନ ପାଇଁ ୬୧୮୦ କୋଟି

– ରେଳ ଭିତ୍ତିଭୂମି ପାଇଁ ୪୦୦ କୋଟି

– ଏୟାରଷ୍ଟ୍ରିପ ନିର୍ମାଣ ପାଇଁ ୧୦୦ କୋଟି

– ପାଇପ ଜଳ ଯୋଗାଣ ଲାଗି ୮ ହଜାର କୋଟି

– ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଲାଗି ୩୯୬୨ କୋଟି

– ମମତା ଯୋଜନା ପାଇଁ ୩୦୫ କୋଟି

– ଖଣି କ୍ଷେତ୍ର ପାଇଁ ୧୮୨ କୋଟି

– ଗ୍ରୀନ୍‌ ମହାନଦୀ ମିଶନ ଲାଗି ୩୧ କୋଟି

– ପର୍ଯ୍ୟଟକ କ୍ଷେତୟର ବିକାଶ ପାଇଁ ୪୦୧ କୋଟି

– ଓଡ଼ିଆ ଭାଷା ଓ ସଂସ୍କୃତି ପାଇଁ ୧୬୨ କୋଟି

– ଆଭ୍ୟନ୍ତରୀଣ ନିରାପତ୍ତା ଲାଗି ୫୯୭୪ କୋଟି

– ରୁଫ୍‌ ଟପ ଓ ଭୂତଳ ଜଳ ରିଚାର୍ଜ ସକାଶେ ୫ ବର୍ଷରେ ବ୍ୟୟ ହେବ ୨୪୬ କୋଟି

– ସ୍ଥାନୀୟ ସ୍ବାୟତ୍ତ ଶାସନ ସଂସ୍ଥା ଓ ଉନ୍ନୟନ ସଂସ୍ଥା ବ୍ୟୟ ୭ ହଜାର ୧୪୫ କୋଟି

– ବନ୍ୟା ନିୟନ୍ତ୍ରଣ ଓ ଜଳ ନିଷ୍କାସନ ଲାଗି ୧୦୬୦ କୋଟି

– ୨୦୨୦ ମେକ୍‌ ଇନ୍‌ ଓଡ଼ିଶା ପାଇଁ ଇପିକଲକୁ ୭୦ କୋଟି

– ବିଧାୟକ ଉନ୍ନୟନ ପାଣ୍ଠି ପାଇଁ ୪୪୧ କୋଟି

– ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସକାଶେ ୮୦ କୋଟି

– କ୍ରୀଡ଼ା ଓ ଯୁବସେବା ପାଇଁ ୩୦୧ କୋଟି

– ପୀଡ଼ିତ କ୍ଷତିପୂରଣ ଲାଗି ୨୫ କୋଟି

– ମୋ ସ୍କୁଲ ଯୋଜନାକୁ ୪୦ କୋଟି ଏବଂ ମୋ କଲେଜ ପାଇଁ ୧୦ କୋଟି

Get real time updates directly on you device, subscribe now.