fbpx

ଏଥର ଆଇପ୍ୟାଡରେ ଓଡିଶା ବଜେଟ୍

ଭୁବନେଶ୍ୱର,୧୮ ।୨(ଓଡିଶା ଭାସ୍କର): ଏଥର ରାଜ୍ୟ ବଜେଟ୍ ହେବ ପେପେରଲେସ୍ । ବିଧାନସଭାରେ ସମସ୍ତ ବିଧାୟକ ଆଇପ୍ୟାଡରୁ ବଜେଟ୍ ଦେଖିବେ । ଏନେଇ ସବୁ ବିଧାୟକମାନଙ୍କୁ ଆଇପ୍ୟାଡ୍ ଯୋଗାଇ ଦିଆଯିବ । ଏହା ବ୍ୟତିତ ସ୍ୱତନ୍ତ୍ର ଆପ୍ ମାଧ୍ୟମରେ ସାଧାରଣ ଲୋକବି ଚଳିତବର୍ଷର ବଜେଟକୁ ଦେଖିପାରିବେ ।

Get real time updates directly on you device, subscribe now.