fbpx
BJD SKY
BJD SKY

ଓଡିଶା କ୍ୟାରିୟର ପୋର୍ଟାଲର ଶୁଭାରମ୍ଭ

BJD

ଭୁବନେଶ୍ୱର,୨୪ ।୧୨(ଓଡିଶା ଭାସ୍କର): ଓଡିଶା କ୍ୟାରିୟର ପୋର୍ଟାଲର ଆଜି ଶୁଭାରମ୍ଭ ହୋଇଛି । ଏହାର ଶୁଭାରମ୍ଭ କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ । ଶୁଭାରମ୍ଭ ପରେ ମନ୍ତ୍ରୀ କହିଛନ୍ତି ଯେ, ‘ନୂତନ ଓଡିଶା କ୍ୟାରିୟର ପୋର୍ଟାଲ ଅଦ୍ୱିତୀୟ । ଏହା ବୃତ୍ତିଗତ ଶିକ୍ଷାପ୍ରାପ୍ତି ନିମନ୍ତେ ସୂଚନାଦାତା ରୂପେ କାର୍ଯ୍ୟ କରିବ ।’

Get real time updates directly on you device, subscribe now.