fbpx

ଦୁର୍ନୀତି ପ୍ରତିବାଦରେ କଂଗ୍ରେସର ପଦଯାତ୍ରା

ଭୁବନେଶ୍ୱର,୨୨ା୧୧(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ା ରାଜକନିକାରୁ ନବୀନ ନିବାସ ଯାଏ କଂଗ୍ରେସ ପଦଯାତ୍ରା କରୁଛି । ବିଭିନ୍ନ ପ୍ରକାର ଦୁର୍ନୀତି ପ୍ରତିବାଦରେ କଂଗ୍ରେସ ଏହି ପଦଯାତ୍ରା କରୁଥିବା ସୂଚନା ମିଳିଛି । ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ଶର୍ମାଙ୍କ ନେତୃତ୍ୱରେ ଏହି ପଦଯାତ୍ରା ହେଉଥିବା ଜଣାପଡ଼ିଛି ।

Get real time updates directly on you device, subscribe now.