fbpx

କାଲିଠାରୁ ଓଡିଶା କ୍ରିକେଟ ଲିଗ୍

Advertisement

କଟକ,୨୬ ।୧୨(ଓଡିଶା ଭାସ୍କର): ଆସନ୍ତାକାଲିଠାରୁ ବାରବାଟୀରେ ଆରମ୍ଭ ହେବ ଓଡିଶା କ୍ରିକେଟ ଲିଗ୍ । ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଛନ୍ତି ୬ଟି ଟିମ୍ । ପ୍ରତିଯୋଗିତାରେ ୯୩ ଖେଳାଳିଙ୍କ ସହ ଅଂଶଗ୍ରହଣ କରୁଛନ୍ତି ୬ଟି ଟିମ୍ । ଜାନୁଆରୀ ୧୪ ଯାଏ ମ୍ୟାଚ୍ ଚାଲିବ ବୋଲି ଜଣାପଡିଛି । ବିନା ଦର୍ଶକରେ କୋଭିଡ ନିୟମ ଭିତରେ ମ୍ୟାଚ୍ ଖେଳାଯିବ । ଫ୍ୟାନ୍ କୋର୍ଡ ଆପ୍ ଯୋଗେ ଅନଲାଇନରେ ଦର୍ଶକମାନେ ଖେଳ ଦେଖିପାରିବେ । ଏନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.