fbpx

ସିଏମ ରିଲିଫ ପାଣ୍ଠିକୁ ୧୧ଲକ୍ଷ ଦେଲେ ରାଜ୍ୟପାଳ

Advertisement

ଭୁବନେଶ୍ୱର, ୨୮ା୫(ଓଡ଼ିଶା ଭାସ୍କର): ପ୍ରଳୟଙ୍କରୀ ବାତ୍ୟା ଅମ୍ଫାନ ଓଡ଼ିଶାରେ ବେଶି ନହେଲେ ବି ଆଂଶିକ ଭାବେ କ୍ଷୟକ୍ଷତି ଘଟାଇଥିଲା । ତେଣୁ ବାତ୍ୟା ଅମ୍ଫାନର ରିଲିଫ ଓ ପୁନଃଉଦ୍ଧାର କାର୍ଯ୍ୟ ପାଇଁ ସିଏମ ରିଲିଫ ପାଣ୍ଠିକୁ ୧୧ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ସେହିପରି ପୂର୍ବରୁ କରୋନା ମୁକାବିଲା କରିବା ପାଇଁ ମଧ୍ୟ ୨୧ଲକ୍ଷ ଟଙ୍କା ସେ ପ୍ରଦାନ କରିଥିଲେ । ଏହାସହ ସେ ସମସ୍ତଙ୍କୁ ଏଥିପାଇଁ ଆଗେଇ ଆସିବାକୁ ଆହ୍ୱାନ କରିଛନ୍ତି ।

Get real time updates directly on you device, subscribe now.