Breaking: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, IAS ହେମନ୍ତ ଶର୍ମା-ରଞ୍ଜନା ଚୋପ୍ରାଙ୍କୁ ପଦୋନ୍ନତି

ଭୁବନେଶ୍ବର: ଦୁଇଜଣ ଆଇଏଏସ ଅଫିସରଙ୍କୁ ପଦୋନ୍ନତି ଦେଲେ ରାଜ୍ୟ ସରକାର । IAS ହେମନ୍ତ ଶର୍ମା ଏବଂ IAS ରଞ୍ଜନା ଚୋପ୍ରାଙ୍କୁଙ୍କୁ ପଦୋନ୍ନତି କରାଯାଇଛି ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ହେମନ୍ତ ଶର୍ମାଙ୍କୁ ପଦୋନ୍ନତି କରାଯାଇଥିବା ବେଳେ  IAS ରଞ୍ଜନା ଚୋପ୍ରାଙ୍କୁ ମଧ୍ୟ ଉପରିସ୍ତ ଗ୍ରେଡ୍‌କୁ ପଦୋନ୍ନତି କରିଛନ୍ତି ରାଜ୍ୟ ସରକାର ।