-
World 113,717,932
WorldConfirmed: 113,717,932Active: 21,940,816Recovered: 89,254,613Death: 2,522,503 -
USA 29,060,600
USAConfirmed: 29,060,600Active: 9,102,193Recovered: 19,437,381Death: 521,026 -
India 11,077,957
IndiaConfirmed: 11,077,957Active: 160,631Recovered: 10,760,379Death: 156,947 -
Brazil 10,393,886
BrazilConfirmed: 10,393,886Active: 818,529Recovered: 9,323,696Death: 251,661 -
Russia 4,223,186
RussiaConfirmed: 4,223,186Active: 354,496Recovered: 3,783,386Death: 85,304 -
UK 4,163,085
UKConfirmed: 4,163,085Active: 1,313,204Recovered: 2,727,466Death: 122,415 -
Italy 2,868,435
ItalyConfirmed: 2,868,435Active: 396,143Recovered: 2,375,318Death: 96,974 -
Turkey 2,674,766
TurkeyConfirmed: 2,674,766Active: 99,905Recovered: 2,546,503Death: 28,358 -
Germany 2,430,285
GermanyConfirmed: 2,430,285Active: 124,420Recovered: 2,235,700Death: 70,165 -
Pakistan 577,482
PakistanConfirmed: 577,482Active: 22,285Recovered: 542,393Death: 12,804 -
China 89,877
ChinaConfirmed: 89,877Active: 244Recovered: 84,997Death: 4,636
ଭୁବନେଶ୍ୱର,୨୭ ।୧(ଓଡିଶା ଭାସ୍କର): ରେଳ ବଜେଟରେ ଓଡିଶାର ଦାବି ନେଇ ବିଜେଡି ସାଂସଦ ଅମର ପଟ୍ଟନାୟକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟ ସରକାର ଦୁଇଟି ପାର୍ଟରେ ରେଳ ବଜେଟ୍ ଦାବି ଉପସ୍ଥାପନ କରିଛନ୍ତି । ଚଳିତ ରେଳ ବଜେଟ ପାଇଁ ଓଡିଶା ଦାବି କରିଛି ୭୨୦୦ କୋଟି ଟଙ୍କା । ପୁରୁଣା ପ୍ରକଳ୍ପ ପାଇଁ ୩୫୦୦ ଓ ନୂଆ ପ୍ରକଳ୍ପ ପାଇଁ ୩୭୦୦ କୋଟି ଟଙ୍କାର ଦାବି କରାଯାଇଛି । ଏନେଇ କେନ୍ଦ୍ର ସରକାରଙ୍କ ପାଖରେ ଦାବି ଉପସ୍ଥାପନ ହୋଇଛି । ରେଳ ବଜେଟରେ ଓଡିଶାର ଦାବି ପୂରଣ ହେବା ଦରକାର । ବିଭିନ୍ନ ରେଳ ପ୍ରକଳ୍ପ ଅଧପନ୍ତରିଆ ହୋଇ ପଡିଛି ବୋଲି ବିଜେଡି ସାଂସଦ ଅମର ପଟ୍ଟନାୟକ ନିଜର ପ୍ରତିକିୟାରେ କହିଛନ୍ତି ।
Comments are closed.