ରେଳ ବଜେଟ: ଓଡିଶା ଦାବି କଲା ୭୨୦୦ କୋଟି

COVID-19 Updates
  • World 113,717,932
    World
    Confirmed: 113,717,932
    Active: 21,940,816
    Recovered: 89,254,613
    Death: 2,522,503
  • USA 29,060,600
    USA
    Confirmed: 29,060,600
    Active: 9,102,193
    Recovered: 19,437,381
    Death: 521,026
  • India 11,077,957
    India
    Confirmed: 11,077,957
    Active: 160,631
    Recovered: 10,760,379
    Death: 156,947
  • Brazil 10,393,886
    Brazil
    Confirmed: 10,393,886
    Active: 818,529
    Recovered: 9,323,696
    Death: 251,661
  • Russia 4,223,186
    Russia
    Confirmed: 4,223,186
    Active: 354,496
    Recovered: 3,783,386
    Death: 85,304
  • UK 4,163,085
    UK
    Confirmed: 4,163,085
    Active: 1,313,204
    Recovered: 2,727,466
    Death: 122,415
  • Italy 2,868,435
    Italy
    Confirmed: 2,868,435
    Active: 396,143
    Recovered: 2,375,318
    Death: 96,974
  • Turkey 2,674,766
    Turkey
    Confirmed: 2,674,766
    Active: 99,905
    Recovered: 2,546,503
    Death: 28,358
  • Germany 2,430,285
    Germany
    Confirmed: 2,430,285
    Active: 124,420
    Recovered: 2,235,700
    Death: 70,165
  • Pakistan 577,482
    Pakistan
    Confirmed: 577,482
    Active: 22,285
    Recovered: 542,393
    Death: 12,804
  • China 89,877
    China
    Confirmed: 89,877
    Active: 244
    Recovered: 84,997
    Death: 4,636

ଭୁବନେଶ୍ୱର,୨୭ ।୧(ଓଡିଶା ଭାସ୍କର): ରେଳ ବଜେଟରେ ଓଡିଶାର ଦାବି ନେଇ ବିଜେଡି ସାଂସଦ ଅମର ପଟ୍ଟନାୟକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟ ସରକାର ଦୁଇଟି ପାର୍ଟରେ ରେଳ ବଜେଟ୍ ଦାବି ଉପସ୍ଥାପନ କରିଛନ୍ତି । ଚଳିତ ରେଳ ବଜେଟ ପାଇଁ ଓଡିଶା ଦାବି କରିଛି ୭୨୦୦ କୋଟି ଟଙ୍କା । ପୁରୁଣା ପ୍ରକଳ୍ପ ପାଇଁ ୩୫୦୦ ଓ ନୂଆ ପ୍ରକଳ୍ପ ପାଇଁ ୩୭୦୦ କୋଟି ଟଙ୍କାର ଦାବି କରାଯାଇଛି । ଏନେଇ କେନ୍ଦ୍ର ସରକାରଙ୍କ ପାଖରେ ଦାବି ଉପସ୍ଥାପନ ହୋଇଛି । ରେଳ ବଜେଟରେ ଓଡିଶାର ଦାବି ପୂରଣ ହେବା ଦରକାର । ବିଭିନ୍ନ ରେଳ ପ୍ରକଳ୍ପ ଅଧପନ୍ତରିଆ ହୋଇ ପଡିଛି ବୋଲି ବିଜେଡି ସାଂସଦ ଅମର ପଟ୍ଟନାୟକ ନିଜର ପ୍ରତିକିୟାରେ କହିଛନ୍ତି ।

Get real time updates directly on you device, subscribe now.

Comments are closed.