fbpx

ଜେପି ନଡ୍ଡାଙ୍କୁ ଓଡିଶା ସାଂସଦଙ୍କ ସମର୍ଥନ

ନୂଆଦିଲ୍ଲୀ,୨୦ ।୧: ନୂଆ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏଥିପାଇଁ ନାମାଙ୍କନ ଭରିଛନ୍ତି ଜେପି ନଡ୍ଡା । ଜେପି ନଡ୍ଡାଙ୍କୁ ଓଡିଶାର ସମସ୍ତ ବିଜେପି ସାଂସଦ ସମର୍ଥନ ଜଣାଇଛନ୍ତି । ଜାତୀୟ ପରିଷଦର ସଦସ୍ୟ ମଧ୍ୟ ସମର୍ଥନ ଜଣାଇଛନ୍ତି । ସେମାନେ ନିଜର ସମର୍ଥନ ପତ୍ର ବିଜେପି ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀଙ୍କୁ ଦେଇଛନ୍ତି ।

ତେବେ ମୋଦୀଙ୍କ ପ୍ରଥମ ପାଳି ସରକାରରେ ଜେପି ନଡ୍ଡା କ୍ୟାବିନେଟ୍ ମନ୍ତ୍ରୀ ଥିଲେ । ଏବେମଧ୍ୟ ସେ ବିଜେପି ସଂସଦୀୟ ବୋର୍ଡରେ ସଭ୍ୟ ଅଛନ୍ତି ।

Get real time updates directly on you device, subscribe now.