fbpx

ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ

ମାଲକାନଗିରି, ୧୭ା୨(ଓଡ଼ିଶା ଭାସ୍କର): ମାଲକାନଗିରି ସ୍ଥିତ ବଣ୍ଡାଘାଟିରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ସେଠାରେ ମାଓ ଶିବିର ଥିବା ସୂଚନା ପାଇବା ପରେ ଡିଭିଏସ ଓ ଏସଓଜି ପକ୍ଷରୁ ଜୋରଦାର ଭାବେ କମ୍ବିଂ ଅପରେସନ ହୋଇଥିଲା । କିନ୍ତୁ ଗୁଳି ବିନିମୟ ବେଳେ ମାଓବାଦୀମାନେ ଖସି ପଳାଇଥିବା ସୂଚନା ମିଳିଛି । ସେଠାରେ ଥିବା ମାଓ ଶିବିର ଠାବ ହୋଇଛି । ଏହାସହ ଘଟଣାସ୍ଥଳରୁ ମାଓ ପୋଷାକ ଓ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଛି ।

Get real time updates directly on you device, subscribe now.