fbpx

ଏକ୍ସପ୍ରେସରୁ ଅଲଗା ହେଲା ବଗି

ନୂଆଦିଲ୍ଲୀ,୨୧ ।୨: ଓଡିଶା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସରୁ ଅଲଗା ହେଲା ବଗି । ଦିଲ୍ଲୀ ଆନନ୍ଦ ବିହାର ଷ୍ଟେସନରେ ଦୁଇ ଭାଗ ହେଲା ଟ୍ରେନ୍ । ତ୍ରୁଟି ଜଣାପଡିବା ପରେ ପୁଣି ପଛକୁ ଫେରିଆସିଥିଲା ଟ୍ରେନ୍ । ଅଲଗା ବଗି ନେଇ ଭୁବନେଶ୍ୱର ଅଭିମୁଖେ ଟ୍ରେନଟି ଯାତ୍ରା ଆରମ୍ଭ କରିଥିଲା ।

Get real time updates directly on you device, subscribe now.