fbpx

ବୋଟ୍ ଦୁର୍ଘଟଣା: ଜଣେ ଓଡ୍ରାଫ୍ କର୍ମଚାରୀ ନିଖୋଜ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାନଦୀ ବୋଟ୍ ଦୁର୍ଘଟଣାରେ ଜଣେ ଓଡ୍ରାଫ୍ କର୍ମଚାରୀ ନିଖୋଜ ହୋଇଯାଇଛନ୍ତି । ହାତୀ କୁ ଘଉଡ଼ାଇବାକୁ ଯାଇଥିବା ବେଳେ ବୋଟ୍ ଟି ଓଲଟି ପଡ଼ିଥିଲା । ଫଳରେ ଯବାନ ମାନେ ପାଣିରେ ବୁଡ଼ି ଯାଇଥିଲେ । ତେବେ ସମସ୍ତଙ୍କ ଉଦ୍ଧାର କରାଯାଇଥିଲା ବେଳେ ଜଣେ ଓଡ୍ରାଫ୍ କର୍ମଚାରୀ ନିଖୋଜ ଅଛନ୍ତି । ପାଣିର ସ୍ରୋତ୍ ଖୁବ୍ ପ୍ରଖର ଥିବାରୁ ବୋଟ୍ ଟି ଓଲଟି ପଡ଼ିଥିଲା । ତେବେ ଏଥିରେ ଓଟିଭିର ଚିଫ୍ ରିପୋର୍ଟର୍ ଅରିନ୍ଦମଙ୍କ ଦେହାନ୍ତ ହୋଇଯାଇଛି ।

Get real time updates directly on you device, subscribe now.