fbpx

(video) କ୍ୟାମେରାରେ କଏଦ ହେଲା ଖତରନାକ ଅଜଗରର କାରନାମା: ଭିଡିଓ ଦେଖି ଛାତି ଥରି ଉଠିବ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ । ଅନେକ ଭିଡିଓରେ କିଛି ସାପ ଏବଂ ଅନ୍ୟାନ୍ୟ ପଶୁପକ୍ଷୀଙ୍କ ଭିଡିଓ ବି ଆପଣ ଦେଖିଥିବେ । କିନ୍ତୁ ଅଜଗରର ଏମିତି କାରନାମା ବୋଧହୁଏ କେବେ ଆପଣ କେବେ ଦେଖି ନଥିବେ । ବିଶାଳ ଶରୀର ଥିବା ଏହି ଅଜଗର କିଛି ଏମିତି କାରନାମା କରିଛି ଯାହା ଦେଖି ସମସ୍ତେ ଭୟ କରିଯିବେ । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ କୁବ ଭାଇରାଲ ହେବାରେ ଲାଗିଛି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତେବେ ଏହି ଭିଡିଓ ଦେଖିବା ପରେ ଏହାକୁ ରେକର୍ଡ କରୁଥିବା ବ୍ୟକ୍ତିଙ୍କ ସାହସକୁ ଆପଣ ସଲାମ ନ କରି ରହିପାରିବେ ନାହିଁ । ତେବେ ସମ୍ପୂର୍ଣ୍ଣ ଘଟଣା ଜାଣିବା ପୂର୍ବରୁ ଆପଣ ମଧ୍ୟ ଥରେ ଏହି ଭିଡିଓ ଉପରେ ନଜର ପକାଇ ଦିଅନ୍ତୁ ।

ଜଣେ ବ୍ୟକ୍ତି ଏହି ଭୟଙ୍କର ଅଜଗରର ଏକ କିଛି ନିଆରା କାରନାମା ରେକର୍ଡ କରିଛନ୍ତି । ସାପଟିର ଲମ୍ବ ଏବଂ ଓଜନ ମଧ୍ୟ ଖୁବ ଅଧିକ ରହିବ । ତେବେ ଅଜଗରଟି ପାଖରେ ତିବା ଏକ ଜିପ ଉପରେ ଚଢୁଥିବାର ଏହି ଭିଡିସରେ ରେକର୍ଡ କରାଯାଇଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଥିବା ବେଳେ ଲୋକମାନେ ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

Get real time updates directly on you device, subscribe now.