fbpx
BSKY SKY
BSKY SKY

ଆଜିଠୁ ୨୧ ପର୍ଯ୍ୟନ୍ତ ବନ୍ଦ ରହିବ ଲୋକାୟୁକ୍ତ କାର୍ଯ୍ୟାଳୟ

BSKY

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଜାନୁଆରୀ ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ଓଡିଶା ଲୋକାୟୁକ୍ତ କାର୍ଯ୍ୟାଳୟ ବନ୍ଦ ରହିବ । କୋଭିଡ୍‌ ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ଲୋକାୟୁକ୍ତଙ୍କ ଖଣ୍ଡପୀଠ ସମେତ ଲୋକାୟୁକ୍ତ କାର୍ଯ୍ୟାଳୟ ଉପରୋକ୍ତ ତିନି ଦିନ ସାମୟିକ ଭାବେ ବନ୍ଦ ରହିବ ଓ ଆସନ୍ତା ଜାନୁଆରୀ ୨୪ରୁ ପୂର୍ବଭଳି କାର୍ଯ୍ୟ କରିବ ବୋଲି ଲୋକାୟୁକ୍ତ କାର୍ଯ୍ୟାଳୟ ତରଫରୁ ଜନସାଧାରଣଙ୍କ ନିମନ୍ତେ ସୂଚନା ଦିଆଯାଇଛି । ଏ ସମ୍ପର୍କରେ ଲୋକାୟୁକ୍ତ କାର୍ଯ୍ୟାଳୟ ୱେବ୍‌ ସାଇଟ୍‌ ଏବଂ କାର୍ଯ୍ୟାଳୟ ନୋଟିସ୍‌ ବୋର୍ଡରେ ମଧ୍ୟ ସୂଚନା ଦିଆଯାଇଛି । ସଂପ୍ରତି ଭୁବନେଶ୍ୱର ସତ୍ୟନଗର ତୋଷାଳୀ ଭବନସ୍ଥିତ ବି-୨, ତଳ ମହଲାରେ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟ ରହିଛି ।

Get real time updates directly on you device, subscribe now.