fbpx

ପ୍ରକାଶ ପାଇଲା OJS ରେଜଲ୍ଟ

AAKASH

ଭୁବନେଶ୍ୱର,୯ ।୩(ଓଡିଶା ଭାସ୍କର): ଓଡିଶା ଜୁଡିସିଆଲ ସର୍ଭିସ ବା ଓଜେଏସ ଚୂଡାନ୍ତ ରେଜଲ୍ଟ ଆଜି ପ୍ରକାଶ ପାଇଛି । ଓଜେଏସରେ ମୋଟ ୪୭ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କୁ ସିଭିଲ ଜଜ୍ ଭାବେ ନିଯୁକ୍ତି ଦିଆଯିବ । କୃତକାର୍ଯ୍ୟ ହୋଇଥିବା ୪୭ ପ୍ରାର୍ଥୀଙ୍କ ମଧ୍ୟରୁ ୩୦ ଜଣ ମହିଳା ଅଛନ୍ତି ବୋଲି ଜଣାପଡିଛି । କୁଚିଣ୍ଡାର ଇର୍ସିତା କେସରୱାନି ଓଜେଏସ ଟପ୍ପର ହୋଇଛନ୍ତି । ସେହିପରି ସମ୍ବେଦନା ସନ୍ଦୀପ ଦ୍ୱିତୀୟ ସ୍ଥାନ ଗ୍ରହଣ କରିଥିବା ବେଳେ କୃଷ୍ଣା ମିଶ୍ର ତୃତୀୟ ରାଙ୍କରେ ଅଛନ୍ତି ।

Get real time updates directly on you device, subscribe now.