fbpx
BSKY
BJD SHG SKY
BJD YOUTH SKY

ଗୋଟିଏ ବର୍ଷ ହେବ ବ୍ୟକ୍ତିଙ୍କ ମୁତ୍ରାଶୟରେ ଅଟିକିଥିଲା…ଡାକ୍ତର ଦେଖି ଆଶ୍ଚର୍ଯ୍ୟ

ମଧ୍ୟପ୍ରଦେଶ: କିଛି ଖରାପ ଖାଇଥିଲେ କିମ୍ବା ଖରାପ ପିଇଲା ମାତ୍ରେ ଆପ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ତେବେ ଯଦି ଏହି ପେଟ ଯନ୍ତ୍ରଣା ବୃଦ୍ଧି ପାଏ ତେବେ ଏହା ପଛରେ ଆଉ କିଛି କାରଣ ହୋଇଥାଏ । ତେବେ ନିକଟରେ ଗୋଟିଏ ଘଟଣା ପ୍ରକାଶ ପାଇଛି ଯାହାର କାରଣ ଜାଣିବା ପରେ ଡାକ୍ତର ମାନେ ମଧ୍ୟ ତାଜୁବ ହୋଇଯାଇ

ତେବେ ଏହି ରିପୋର୍ଟରେ ବ୍ୟକ୍ତି ଜଣଙ୍କର ମୂତ୍ରାଶୟରୁ ଏକ ଲୁହା କଣ୍ଟା ବାହାରି ଥିଲା । ଏହି ଘଟଣାଟି ମଧ୍ୟ ପ୍ରଦେଶର ଭୀଣ୍ଡ ଠାରେ ଘଟିଥିବା ବେଳେ ଏହାକୁ ନେଇ ବର୍ତ୍ତମାନ ସବୁ ଆଡେ ଚର୍ଚ୍ଚା ହୋଇଛି ।
ସୂଚନାମୁତାବକ ପ୍ରାୟ ଏକ ବର୍ଷ ହେବ ଏହି କଷ୍ଟା ବ୍ୟକ୍ତିଙ୍କ ମୁତ୍ରାଶୟରେ ଥିବାର ଡକ୍ତର ପ୍ରତୀକ ମିଶ୍ର କହିଛନ୍ତି । ଏହାପରେ ଡାକ୍ତର ତାଙ୍କୁ ତତକ୍ଷଣାତ ଅସ୍ତ୍ରୋପ୍ରଚାର ପାଇଁ କହିଥିଲେ । କିିଛି ଡକ୍ତର ମାନଙ୍କ ଟିମ ସାହାର୍ଯ୍ୟରେ ପ୍ରାୟ ୧ ଘଣ୍ଟା ଧରି ଏହି ଅସ୍ତ୍ରୋପ୍ରଚାର ଚାଲିଥିଲା । ଏହାପରେ ଡାକ୍ତର ମାନେ ତାଙ୍କ ମୁତ୍ରାଶୟରୁ କଣ୍ଟା ବାହାର କରିବାରେ ସକ୍ଷମ ହୋଇ ପାରିଥିଲେ ।

ତେବେ ଏହି ଘଟଣା ପ୍ରଥମ ନୁହେଁ ଏହା ପୂର୍ବରୁ ମଧ୍ୟ ଏହି ଭଳି ଅନେକ ଘଟଣା ଘଟିଛି । ଯାହା ଡାକ୍ତର ମାନଙ୍କୁ ଆଶ୍ଚର୍ଯ୍ୟ କରିଛି ।ଛନ୍ତି ।

ନିକଟରେ ଜଣେ ବ୍ୟକ୍ତି ତାଙ୍କ ପେଟରେ ଯନ୍ତ୍ରଣା ଭୋଗୁ ଥିବାରୁ ସେ ଡାକ୍ତରଙ୍କୁ ଦେଖାଇଥିଲା । ଡାକ୍ତର ତାଙ୍କୁ ଟେଷ୍ଟ କରିବା ପାଇଁ ଆଉ ତାଙ୍କର ପୂରା ଶରୀର ସ୍କାନ କରିବା ପାଇଁ କହିଥିଲେ । ତେବେ ଏହା ପରେ ରିପୋର୍ଟରୁ ଯାହା ପ୍ରକାଶ ପାଇଲା ତାହା ଦେଖି ସେଠାରେ ଥିବା ଡାକ୍ତି ଟିମ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ ।

Get real time updates directly on you device, subscribe now.