fbpx

ବାଣ ବିସ୍ଫୋରଣରେ ଜଣେ ମୃତ, ଦୁଇ ଜଣ ଗୁରୁତ୍ୱର

Advertisement

ଖଲିକୋଟ: ବାଣ ଭିଡୁଥିବା ବେଳେ ବିସ୍ପୋରଣ । ଏହି ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି । ୨ ଜଣ ଗୁରୁତର ହୋଇଛନ୍ତି । ଏହି ଘଟଣା ଘଟିଛି ଗଞ୍ଜାମ ବେଗୁନିଆପଡା ଥାନା ଜଗତ ସାହିରେ । ତେବେ ସୂଚନା ଅନୁସାରେ ଦୀପାବଳୀ ପାଇଁ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ହୋଇଥିଲା । ତେବେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.