fbpx

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ

ଭୁବନେଶ୍ୱର:୧ ।୫(ଓଡିଶା ଭାସ୍କର): ରାଜ୍ୟରେ ଆଉ ଜଣେ ପଜିଟିଭ ଚିହ୍ନଟ । ଚିହ୍ନଟ ହୋଇଥିବା ପଜିଟିଭ ବାଲେଶ୍ୱର ଜିଲ୍ଲାର । ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ।ଯାଜପୁରରେ ୩୬ କରୋନା ଆକ୍ରାନ୍ତ । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩ ।୨୪ ଘଣ୍ଟାରେ ରାଜ୍ୟରେ ଟେଷ୍ଟ ହୋଇଛି ୨୪୩୭ଟି ସାମ୍ପଲ । ସମୁଦାୟ ୩୪ ହଜାର ୧୩୩ ସାମ୍ପଲ ମଧ୍ୟରୁ ୧୪୩ଟି ପଜିଟିଭ ।
ଏବେ ୧୦୧ ଜଣ ଚିକିତ୍ସିତ ହେଉଛନ୍ତି, ୪୧ ଜଣ ସୁସ୍ଥ

Get real time updates directly on you device, subscribe now.