fbpx

ସୁରଟ ଗାଡି ଲାଗିଲା

ଭୁବନେଶ୍ୱର:୧ ।୫(ଓଡିଶା ଭାସ୍କର): ଗୁଜରାଟ ସୁରତରୁ ଗୋଟିଏ ବସ୍‌ରେ ନୟାଗଡ଼ ଫେରିଲେ ୪୬ ଜଣ ପ୍ରବାସୀ ଓଡ଼ିଆ । ସମସ୍ତେ ଓଡ଼ଗାଁ ବ୍ଲକର ।ଗଞ୍ଜାମ ଫେରିଲେ ୧୦୮ ଜଣ ପ୍ରବାସୀ ଓଡ଼ିଆ । ୩ଟି ବସରେ ଆସି ରାତି ୨ଟା ୩୦ରେ ଓଡ଼ିଶାରେ ପହଞ୍ଚିଲେ । ସମସ୍ତଙ୍କୁ କ୍ବାରେଣ୍ଟାଇନ ସେଣ୍ଟରରେ ରଖାଗଲା ।ସୁରତରୁ ଆଉ ୨୪ଟି ବସ୍‌ରେ ଗଞ୍ଜାମ ଫେରୁଛନ୍ତି ଓଡ଼ିଆ । କାଲି ମଧ୍ୟରାତ୍ରିରେ ୨୪ରୁ ଅଧିକ ବସ୍‌ ବାହାରିଥିବା ସୂଚନା ରହିଛି ।

Get real time updates directly on you device, subscribe now.