fbpx
BJD SKY
BJD SKY

ରାଷ୍ଟ୍ରପତିଙ୍କୁ ଭେଟିବେ ବିରୋଧୀ ନେତା

BJD

ନୂଆଦିଲ୍ଲୀ, ୯ା୧୨: ଆଜି ସନ୍ଧ୍ୟା ୫ଟାରେ ବିରୋଧୀ ନେତାମାନେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ତେବେ ନେତାମାନେ ଚାଷୀ ଆନ୍ଦୋଳନ ନେଇ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି । ନେତାମାନଙ୍କ ମଧ୍ୟରେ ଶରଦ ପାୱାର, ରାହୁଲ ଗାନ୍ଧି, ସୀତାରାମ ୟେଚୁରୀ, ଡି.ରାଜା ପ୍ରମୁଖ ରହିଛନ୍ତି ।

Get real time updates directly on you device, subscribe now.