• Likes
  • Followers
  • Subscribers
  • Followers
  • Android App
  • Friday, July 4, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RATHA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ସାଇକିୟାଟ୍ରିକ ସୋସିଆଲ ୱାର୍କର ପଦ ପାଇଁ ଓପିଏସସି ପକ୍ଷରୁ ଆରମ୍ଭ ହେଲା ଅନଲାଇନ୍ ରେଜିଷ୍ଟ୍ରେସନ

ସାଇକିୟାଟ୍ରିକ ସୋସିଆଲ ୱାର୍କର ପଦ ପାଇଁ ଓପିଏସସି ପକ୍ଷରୁ ଆରମ୍ଭ ହେଲା ଅନଲାଇନ୍ ରେଜିଷ୍ଟ୍ରେସନ

By Manas Pradhan Last updated Apr 6, 2024 at 5:43 PM
OPSC
Share

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ନିଯୁକ୍ତି ପାଇବେ ‘ସାଇକିୟାଟ୍ରିକ ସୋସିଆଲ ୱାର୍କର’ । ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଗତମାସରେ ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ଏବେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ଡ୍ରଗ-ଦେ-ଆଡିକସନ ସେଣ୍ଟର୍ସ (ଡିଏସି) ପାଇଁ ଷ୍ଟେଟ ସର୍ଭିସର ‘ଗ୍ରୁପ-ବି’ରେ ଏହି ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ଓପିଏସସିର ଅଫିସିଆଲ ୱେବସାଇଟକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଏପ୍ରିଲ ମାସ ୪ ତାରିଖରୁ ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ମେ ମାସ ୫ ତାରିଖରେ ସମାପ୍ତ ହେବ । ଅଣସଂରକ୍ଷିତ, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି), ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ପ୍ରାର୍ଥୀଙ୍କ ପାଇଁ ପଦ ଖାଲି ରହିଛି । ମୋଟ ୧୩ଟି ପଦ ଖାଲି ରହିଥିବା ବେଳେ ସେଥିମଧ୍ୟରୁ ୨ଟି ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।

ଚଳିତ ବର୍ଷ ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ୨୧ରୁ ୩୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ଏଥିରେ ଆବେଦନ କରିବାକୁ ହେଲେ ପ୍ରାର୍ଥୀ ସୋସିଆଲ ୱାର୍କରେ ପୋଷ୍ଟ-ଗ୍ରାଜୁଏଟ ଡିଗ୍ରୀ କରିଥିବେ ଓ ସାଇକିୟାଟ୍ରିକ ସୋସିଆଲ ୱାର୍କରେ ମାଷ୍ଟର ଅଫ୍ ଫିଲୋସଫି କରିଥିବେ । ଦୁଇ ବର୍ଷିଆ ଫୁଲ୍ ଟାଇମ୍ କୋର୍ସ ସମାପ୍ତ ପରେ ଏହି ଶିକ୍ଷା ଗ୍ରହଣ କରିଥିବା ଆବଶ୍ୟକ । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦ୍ୱାରା ସ୍ୱୀକୃତିପ୍ରାପ୍ତ କୌଣସି ବିଶ୍ୱବିଦ୍ୟାଳୟରୁ ସୁପରଭାଇଜ୍ କ୍ଲିନିକାଲ ଟ୍ରେନିଂ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ରହିଥିବା ଆବଶ୍ୟକ ।

ଆହୁରି ପଢନ୍ତୁ

ଆଜି ଏହି 3 ରାଶିଙ୍କ ଉପରେ ରହିବ ଲକ୍ଷ୍ମୀଙ୍କ…

ଭାଙ୍ଗୁଛି ସିଜଫାୟାର ! ଇରାନ-ଇସ୍ରାଏଲ ମଧ୍ୟରେ…

ଅନଲାଇନ୍ ଆବେଦନ ଲିଙ୍କ: https://opscechayan.in/#/auth/landing

 

Share

Prev Post

ଲିଭ୍‌-ଇନ୍‌ରେ ବ୍ରେକ୍‌ଅପ୍ ହେଲେ ବି ଦେବାକୁ ପଡିବ ଭରଣପୋଷଣ ଖର୍ଚ୍ଚ, ମହିଳାଙ୍କ ଅଧିକାରକୁ ନେଇ ଆସିଲା ହାଇକୋର୍ଟଙ୍କ ବଡ ଆଦେଶ

Next Post

ଓଡ଼ିଶା ମ୍ୟୁନିସିପାଲ ଫାଇନାନ୍ସ ସର୍ଭିସ କ୍ୟାଡରରେ ନିଯୁକ୍ତି: ଫାଇନାନ୍ସ ଓ ଆକାଉଣ୍ଟସ ଅଫିସର ପଦ ପାଇଁ ଆବେଦନ ଆରମ୍ଭ

You might also like More from author
Rasifala

ଆଜି ଏହି 3 ରାଶିଙ୍କ ଉପରେ ରହିବ ଲକ୍ଷ୍ମୀଙ୍କ କୃପା, ଅଚାନକ ଆସିବ ଧନ ପୂରଣ ହେବ ଅଧୁରା କାମ

Breaking News

ଭାଙ୍ଗୁଛି ସିଜଫାୟାର ! ଇରାନ-ଇସ୍ରାଏଲ ମଧ୍ୟରେ ଯେ କୌଣସି ସମୟରେ ଆରମ୍ଭ ହୋଇପାରେ ଯୁଦ୍ଧର ଦ୍ୱିତୀୟ…

Top Stories

ମୁମ୍ବାଇରେ ଗୋଟିଏ ଟ୍ରାକରେ ଦୁଇଟି ଲୋକାଲ୍ ଟ୍ରେନ୍ ମୁହାଁମୁହିଁ, ତାପରେ..

Featured

ଯୁବପିଢ଼ିଙ୍କଠାରେ ବଢୁଛି ହୃଦ୍‌ଜନିତ ସମସ୍ୟା, ଜାଣନ୍ତୁ ଏହାର ପୂର୍ବ ଲକ୍ଷଣ

Breaking News

ରତ୍ନାକର ସାହୁଙ୍କୁ ବିଧା-ଗୋଇଠା ଘଟଣା: ଡିିସିପି ଅଫିସରେ ଜଗନ୍ନାଥ ପ୍ରଧାନ, ବାଣୀବିହାରରେ ରାସ୍ତା…

Breaking News

Ind vs Eng 2nd Test: ଇଂଲଣ୍ଡ ବିପକ୍ଷରେ ଭାରତର ସ୍ଥିତି ମଜଭୁତ, ବର୍ମିଂହାମ ଟେଷ୍ଟରେ ଇଣ୍ଡିଆ…

Prev Next
Advertisement
ADVERTISEMENT
Odisha Bhaskar

Recent Posts

ଆଜି ଏହି 3 ରାଶିଙ୍କ ଉପରେ ରହିବ ଲକ୍ଷ୍ମୀଙ୍କ…

ଭାଙ୍ଗୁଛି ସିଜଫାୟାର ! ଇରାନ-ଇସ୍ରାଏଲ ମଧ୍ୟରେ…

ମୁମ୍ବାଇରେ ଗୋଟିଏ ଟ୍ରାକରେ ଦୁଇଟି ଲୋକାଲ୍…

ହାର୍ଟ ବ୍ଲକେଜ୍ ହେଲେ ଦେଖାଦିଏ ଏସବୁ ଲକ୍ଷଣ,…

BMC ଅଫିସରେ ମାଡ଼ ଘଟଣା, ଗିରଫ ହେଲେ ବିଜେପି…

ଯୁବପିଢ଼ିଙ୍କଠାରେ ବଢୁଛି ହୃଦ୍‌ଜନିତ ସମସ୍ୟା,…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ଆଜି ଏହି 3 ରାଶିଙ୍କ ଉପରେ ରହିବ ଲକ୍ଷ୍ମୀଙ୍କ…

ଭାଙ୍ଗୁଛି ସିଜଫାୟାର ! ଇରାନ-ଇସ୍ରାଏଲ ମଧ୍ୟରେ…

ମୁମ୍ବାଇରେ ଗୋଟିଏ ଟ୍ରାକରେ ଦୁଇଟି ଲୋକାଲ୍…

ଯୁବପିଢ଼ିଙ୍କଠାରେ ବଢୁଛି ହୃଦ୍‌ଜନିତ ସମସ୍ୟା,…

Prev Next 1 of 27,006
© 2025 - TK Digital All Rights Reserved.