fbpx

ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଦୁର୍ଷ୍କମ କରିଥିବା ଅଭିଯୋଗରେ OSAP ଯବାନ ଗିରଫ

ଭୁବନେଶ୍ୱର, ୮ା୨(ଓଡ଼ିଶା ଭାସ୍କର): ପୁଣିଥରେ ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି । ରାଜଧାନୀ ଭୁବନେଶ୍ୱରର ଏକ ଯୁବତୀଙ୍କୁ ପ୍ରେମଜାଲରେ ଫସାଇ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗରେ ଓଏସଏପି ଯବାନ ରାଜକିଶୋର ଭୋଇ ଗିରଫ ହୋଇଛନ୍ତି । ତାଙ୍କୁ ଗିରଫ କରିଛି ନୟାପଲ୍ଲୀ ପୋଲିସ । କୋରାପୁଟ ଓଏସଏପି ତୃତୀୟ ବାଟାଲିଅନରେ କାର୍ଯ୍ୟରତ ଥିଲେ ରାଜକିଶୋର ।

Get real time updates directly on you device, subscribe now.