fbpx
BJD SKY
BJD SKY

କାଲିଠାରୁ ମା’ ସମଲେଶ୍ୱରୀ ମନ୍ଦିରରେ ପାନ ଗୁଟଖା ବନ୍ଦ, ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ଼ର ନିଷ୍ପତ୍ତି

BJD

ସମ୍ବଲପୁର: କାଲିଠାରୁ ମା’ ସମଲେଶ୍ୱରୀ ମନ୍ଦିରରେ ପାନ ଗୁଟଖା ମନା । ଏହା ସହ କୌଣସି ମାଦକ ଦ୍ରବ୍ୟ ପ୍ରବେଶ ଉପରେ ମଧ୍ୟ ରୋକ୍ ରହିଛି । ଏନେଇ ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସିକ୍ୟୁରିଟି ସଂସ୍ଥା ଦ୍ୱାରା ଭକ୍ତଙ୍କୁ ସଚେଚନ କରାଯିବ । ନିୟମ ଉଲଙ୍ଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Get real time updates directly on you device, subscribe now.