ରାଷ୍ଟ୍ରୀୟ ସମ୍ମାନ ସହ ହେବ ପଦ୍ମଶ୍ରୀ ପ୍ରକାଶଙ୍କ ଶେଷକୃତ୍ୟ

0
COVID-19 Updates
  • World 97,309,750
    World
    Confirmed: 97,309,750
    Active: 25,375,572
    Recovered: 69,850,852
    Death: 2,083,326
  • USA 24,998,975
    USA
    Confirmed: 24,998,975
    Active: 9,614,365
    Recovered: 14,968,716
    Death: 415,894
  • India 10,611,719
    India
    Confirmed: 10,611,719
    Active: 193,650
    Recovered: 10,265,163
    Death: 152,906
  • Brazil 8,639,868
    Brazil
    Confirmed: 8,639,868
    Active: 862,353
    Recovered: 7,564,622
    Death: 212,893
  • Russia 3,633,952
    Russia
    Confirmed: 3,633,952
    Active: 539,416
    Recovered: 3,027,316
    Death: 67,220
  • UK 3,505,754
    UK
    Confirmed: 3,505,754
    Active: 1,840,945
    Recovered: 1,571,519
    Death: 93,290
  • Italy 2,414,166
    Italy
    Confirmed: 2,414,166
    Active: 523,553
    Recovered: 1,806,932
    Death: 83,681
  • Turkey 2,406,216
    Turkey
    Confirmed: 2,406,216
    Active: 97,810
    Recovered: 2,283,919
    Death: 24,487
  • Germany 2,090,161
    Germany
    Confirmed: 2,090,161
    Active: 298,065
    Recovered: 1,741,800
    Death: 50,296
  • Pakistan 527,146
    Pakistan
    Confirmed: 527,146
    Active: 35,293
    Recovered: 480,696
    Death: 11,157
  • China 88,701
    China
    Confirmed: 88,701
    Active: 1,598
    Recovered: 82,468
    Death: 4,635

ଭୁବନେଶ୍ୱର, ୧୩ା୧ (ଓଡିଶା ଭାସ୍କର): ରାଷ୍ଟ୍ରୀୟ ସମ୍ମାନ ସହ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଶେଷକୃତ୍ୟ ହେବ । ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଆସନ୍ତାକାଲି ସକାଳେ କାଳିଆବୋଦା ଶ୍ମଶାନରେ ପ୍ରକାଶଙ୍କ ଅନ୍ତିମ ସଂସ୍କାର ହେବ ।

ଶ୍ରୀ ରାଓଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ପ୍ରକାଶଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଶେଶୀ ଲାଲ, ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ସମେତ ବହୁ ବରିଷ୍ଠ ରାଜନେତା ଗଭୀର ସମବେଦନା ଜଣାଇଛନ୍ତି ।

ତେବେ ବିଶିଷ୍ଟ ସମାଜସେବୀ ତଥା ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କର ଆଜି ପରଲୋକ ଘଟିଛି । କିଛିଦିନ ହେଲା ସେ କଟକ ଏସସିବିରେ ଚିକିତ୍ସାଧୀନ ଥିଲେ । ବ୍ରେନ ଷ୍ଟ୍ରୋକ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.