-
World 97,309,750
WorldConfirmed: 97,309,750Active: 25,375,572Recovered: 69,850,852Death: 2,083,326 -
USA 24,998,975
USAConfirmed: 24,998,975Active: 9,614,365Recovered: 14,968,716Death: 415,894 -
India 10,611,719
IndiaConfirmed: 10,611,719Active: 193,650Recovered: 10,265,163Death: 152,906 -
Brazil 8,639,868
BrazilConfirmed: 8,639,868Active: 862,353Recovered: 7,564,622Death: 212,893 -
Russia 3,633,952
RussiaConfirmed: 3,633,952Active: 539,416Recovered: 3,027,316Death: 67,220 -
UK 3,505,754
UKConfirmed: 3,505,754Active: 1,840,945Recovered: 1,571,519Death: 93,290 -
Italy 2,414,166
ItalyConfirmed: 2,414,166Active: 523,553Recovered: 1,806,932Death: 83,681 -
Turkey 2,406,216
TurkeyConfirmed: 2,406,216Active: 97,810Recovered: 2,283,919Death: 24,487 -
Germany 2,090,161
GermanyConfirmed: 2,090,161Active: 298,065Recovered: 1,741,800Death: 50,296 -
Pakistan 527,146
PakistanConfirmed: 527,146Active: 35,293Recovered: 480,696Death: 11,157 -
China 88,701
ChinaConfirmed: 88,701Active: 1,598Recovered: 82,468Death: 4,635
ଭୁବନେଶ୍ୱର, ୧୩ା୧ (ଓଡିଶା ଭାସ୍କର): ରାଷ୍ଟ୍ରୀୟ ସମ୍ମାନ ସହ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଶେଷକୃତ୍ୟ ହେବ । ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଆସନ୍ତାକାଲି ସକାଳେ କାଳିଆବୋଦା ଶ୍ମଶାନରେ ପ୍ରକାଶଙ୍କ ଅନ୍ତିମ ସଂସ୍କାର ହେବ ।
ଶ୍ରୀ ରାଓଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ପ୍ରକାଶଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଶେଶୀ ଲାଲ, ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ସମେତ ବହୁ ବରିଷ୍ଠ ରାଜନେତା ଗଭୀର ସମବେଦନା ଜଣାଇଛନ୍ତି ।
ତେବେ ବିଶିଷ୍ଟ ସମାଜସେବୀ ତଥା ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କର ଆଜି ପରଲୋକ ଘଟିଛି । କିଛିଦିନ ହେଲା ସେ କଟକ ଏସସିବିରେ ଚିକିତ୍ସାଧୀନ ଥିଲେ । ବ୍ରେନ ଷ୍ଟ୍ରୋକ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।