ଟାଙ୍ଗିଆରେ ହାଣି ଯୁବକଙ୍କୁ ହତ୍ୟା

କେନ୍ଦୁଝର, ୩୦ା୧୨ (ଓଡିଶା ଭାସ୍କର): ପାରିବାରିକ ବିବାଦକୁ ନେଇ ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ଏହି ଘଟଣାଟି କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି । ଦାମୋଦର…

ଆସନ୍ତା ୭ଯାଏଁ ବ୍ରିଟେନକୁ ବିମାନ ମନା

ନୂଆଦିଲ୍ଲୀ,୩୦ ।୧୨: ଦେଶରେ ବ୍ରିଟେନରୁ ମିଳିଥିବା କରୋନାର ନୂଆ ଷ୍ଟ୍ରେନରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ୧୩ ଆକ୍ରାନ୍ତ କେଉଁ ଅଞ୍ଚଳର ବୋଲି ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଏହାରି ମଧ୍ୟରେ…

କରୋନାରେ ଚାଲିଗଲା ୨୮୬ ଜୀବନ

ନୂଆଦିଲ୍ଲୀ, ୩୦ା୧୨: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୮୬ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୮ ହଜାର ୪୩୯କୁ ବୃଦ୍ଧି ପାଇଛି । ତେବେ ସକ୍ରିୟ ଆକ୍ରାନ୍ତ ୨ ଲକ୍ଷ ୬୨ ହଜାର…

ପରଲୋକରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର

ଭୁବନେଶ୍ୱର, ୩୦ା୧୨ (ଓଡିଶା ଭାସ୍କର): ଓଡ଼ିଶା ଚଳଚ୍ଚିତ୍ର ଜଗତର କିମ୍ବଦନ୍ତୀ ପ୍ରତିଭା ତଥା ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ଇହଲୀଳା ସମ୍ବରଣ କରିଛନ୍ତି । ତେବେ ଏହି ୮୪ ବର୍ଷୀୟ ସଙ୍ଗୀତଜ୍ଞ…

ଭିଜିଲାନ୍ସ ଜାଲରେ ୱେସ୍କୋ ଅଫିସର

ବଲାଙ୍ଗିର, ୩୦ା୧୨ (ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ବଲାଙ୍ଗିର ଜିଲ୍ଲା ୱେସ୍କୋ ଅଫିସର ଆକାଉଣ୍ଟାଣ୍ଟ । ତାଙ୍କର ନାମ ବିଭୁତି ଶଙ୍କର ବିନ୍ଧାଣୀ । ତେବେ ଏହି ଚଢ଼ାଉରେ ବିଭୁତିଙ୍କ ପାଖରୁ ୧୭ ଲକ୍ଷ…

ରାଶିଫଳ (ବୁଧବାର, ୩୦ ଡିସେମ୍ବର ୨୦୨୦)

ମେଷ- ଆପଣ ଆଜି କୌଣସି କାରଣରୁ ନିରାଶ ହେବେ । ଆପଣ ନିଜ ଲକ୍ଷରେ ପହଁଚି କଷ୍ଟକର ହେବ । ଆପଣଙ୍କର କାର୍ଯ୍ୟ ଦକ୍ଷତା ହ୍ରାସ ପାଇପାରେ । ବିଶେଷ ବିବ୍ରତ ହୁଅନ୍ତୁ ନାହିଁ । ବୃଷ- ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର…

ସରକାରୀ ଆମ୍ବୁଲାନ୍ସରେ ଚାଲିଥିଲା ଲୁଚାଛପା ପ୍ରେମ! ସାମ୍ନାକୁ ଆସିଲା ଆପତ୍ତିଜନକ ଭିଡିଓ

ଆମ୍ବୁଲାନ୍ସରେ ଚାଲିଛି ରୋମାନ୍ସ! ସେ ବି ଘରୋଇ ନୁହେଁ, ବରଂ ଖୋଦ୍ ସରକାରୀ ଆମ୍ବୁଲାନ୍ସରେ ଚାଲିଥିଲା ଏହି ଚୋରାପୀରତି । ରାମପୁର ଜିଲ୍ଲା ମେଡିକାଲରେ ବ୍ୟବହୃତ ହେଉଥିବା ଏକ ଆମ୍ବୁଲାନ୍ସରୁ ଏକ ଆପତ୍ତିଜନକ ଭିଡିଓ…