ଏମ୍ସରେ ଭର୍ତ୍ତି ହେଲେ ଗୃହମନ୍ତ୍ରୀ ଅମିତ ଶାହା, କିଛିଦିନ ତଳେ କରୋନାରୁ ସୁସ୍ଥ ହୋଇ ଫେରିଥିଲେ

ନୂଆଦିଲ୍ଲୀ,୧୮ ।୮: ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ବିଳମ୍ବିତ ରାତିରେ ହିଁ ଶାହାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ତଦାରଖ…

ଦେଶରେ ମୃତ୍ୟୁ ସଂଖ୍ୟା ୫୧ ହଜାର ୭୯୭କୁ ବୃଦ୍ଧି

ନୂଆଦିଲ୍ଲୀ,୧୮ ।୮:ସାରା ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଏହାରି ମଧ୍ୟରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫୧ ହଜାର ୭୯୭କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୭୬ ଜଣ…

ବାଲୁଗାଁର ଅବସରପ୍ରାପ୍ତ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲୁଗାଁ,୧୮/୮(ଓଡ଼ିଶା ଭାସ୍କର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲୁଗାଁର ଅବସରପ୍ରାପ୍ତ ରେଞ୍ଜରଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । କଟକ ମହୁମାଛି ଗଳିରେ ଥିବା ଘର ସମେତ ୫ଟି ସ୍ଥାନରେ ଚଢ଼ାଉ ହୋଇଛି।…

ବର୍ଷା ଦିନେ କେମିତି ରହିବେ ସୁସ୍ଥ

ବର୍ଷାଦିନ ଆସିଲେ ଯେତିକି ଖୁସି ଲାଗେ ସେତିକି ଡର ମଧ୍ୟ ଲାଗେ । କାରଣ ଏହି ଋତୁରେ ସଂକ୍ରମଣଜନିତ ରୋଗ ଶୀଘ୍ର ବ୍ୟାପିଥାଏ । ଏହା ବ୍ୟତିତ ଏବେ ବର୍ଷାର ଋତୁ ହୋଇଥିବା ବେଳେ କରୋନା ଆହୁରି ଡରାଇବାରେ ଲାଗିଛି । ତେବେ ଏହି…

ରାୟଗଡ଼ା ଡେପୁଟି କଲେକ୍ଟର ପୂର୍ଣ୍ଣଚନ୍ଦ୍ର ଜେନା ନିଲମ୍ବିତ

ରାୟଗଡା, ୧୮/୮(ଓଡ଼ିଶା ଭାସ୍କର): କାର୍ଯ୍ୟରେ ଅବହେଳା ପାଇଁ ରାୟଗଡ଼ା ଡେପୁଟି କଲେକ୍ଟର ପୂର୍ଣ୍ଣଚନ୍ଦ୍ର ଜେନା ନିଲମ୍ବିତ ହୋଇଛନ୍ତି। ନିଲମ୍ବନ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଜ୍ଞପ୍ତି ପ୍ରକାଶ…

କାନବିନ୍ଧା ହେଉଥିଲେ ଆପଣାନ୍ତୁ କିଛି ଘରୋଇ ଉପଚାର

ସମସ୍ତେ ପ୍ରାୟେ କେବେ ନା କେନେ କାନ ବିନ୍ଧାର ଶିକାର ହୋଇଥାନ୍ତି। ଏହି କାନ ବିନ୍ଧା ଅନେକ କାରଣରୁ ହୋଇଥାଏ। କାନରେ ପାଣି ଜମାହେବା କାରଣରୁ ମଇଳା ଜମା ହୋଇଯାଏ। ଏହି କାରଣରୁ ସଂକ୍ରମଣ ସମସ୍ୟା ଓ ଟନ୍ସିଲ୍‌ ବଢିଯାଇ…

ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ (ମଙ୍ଗଳବାର, ୧୮ ଅଗଷ୍ଟ ୨୦୨୦)

ମେଷ : ଆଜି ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବ କିନ୍ତୁ ଆପଣ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ ।ମନର ସରସତା ଉଭେଇ ଯାଇପାରେ । ଗୃହ ସମସ୍ୟା, ଗାଡିମୋଟର ସମ୍ପର୍କୀୟ ପ୍ରତିବନ୍ଧକ ଲାଗି ରହିବ ।…

ଖୁସି ଖବର: ରାଜ୍ୟରେ ଆଜି ୧୫୦୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୧୭ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୧୫୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୪୩୭୭୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…